Egg Price
ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଛି ଅଣ୍ଡା ଦର ବୃଦ୍ଧି ପ୍ରଭାବ । ପିଲାଙ୍କୁ ଆଉ ମିଳୁନି ଆବଶ୍ୟକ ପରିମାଣ ଅଣ୍ଡା । ୨୦ଟି ବଦଳରେ ଅଙ୍ଗନବାଡିରେ ମିଳୁଛି ମାତ୍ର ୧୫ଟି । ମାର୍କେଟରେ ଅଣ୍ଡା ଗୋଟାକୁ ୮ ଟଙ୍କା ଥିବା ବେଳେ ସରକାର ଦେଉଛନ୍ତି ସାଢ଼େ ୪ରୁ ୫ଟଙ୍କା । ଗର୍ଭବତୀ ଓ ପ୍ରସୂତୀଙ୍କୁ ବି ମିଳୁଛି କମ୍ । ଏକଥାକୁ ଉଭୟ ଉପମୁଖ୍ୟମନ୍ତ୍ରୀ ଏବଂ ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ମାନିଥିବା ବେଳେ ସମସ୍ୟା ସମାଧାନ ନେଇ ଆଶାବାଦୀ ଅଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)