Advertisment

କସମେଟିକ ଲଗାଉଥିଲେ ସାବଧାନ !

ଏକ ନମ୍ବର ହାଟରେ ଦୋ ନମ୍ବରି କାରବାର । ନାମଦାମୀ ବ୍ରାଣ୍ଡର କସମେଟିକର ଡୁପ୍ଲିକେଟ ପ୍ରଡକ୍ଟ ନେଇ ଚଢାଉ । ଆଜି ଭୁବନେଶ୍ବର ୟୁନିଟ ୧ ହାଟରେ ଡ୍ରଗ କଣ୍ଟ୍ରୋଲର ଓ କ୍ରାଇମବ୍ରାଞ୍ଚ STF ମିଳିତ ଚଢାଉ କରିଛି । ରେଡ ବେଳେ ବହୁ କସମେଟିକ ପ୍ରଡକ୍ଟ ଜବତ କରି ମାନ ନିର୍ଦ୍ଧାରଣ ପାଇଁ ପଠାଇଛି ଡ୍ରଗ କଣ୍ଟ୍ରୋଲର ବିଭାଗ ।

author-image
Santosh Kumar Sahoo

ଏକ ନମ୍ବର ହାଟରେ ଦୋ ନମ୍ବରି କାରବାର ନେଇ ଚଢ଼ାଉ । ନାମିଦାମୀ ବ୍ରାଣ୍ଡର କସମେଟିକର ଡୁପ୍ଲିକେଟ ପ୍ରଡକ୍ଟ ନେଇ ଖୋଳତାଡ଼ । ଆଜି ଭୁବନେଶ୍ୱର ୟୁନିଟ -୧ ହାଟରେ ଡ୍ରଗ କଣ୍ଟ୍ରୋଲର ଓ କ୍ରାଇମବ୍ରାଞ୍ଚ STF ମିଳିତ ଚଢାଉ କରିଛି । ରେଡ ବେଳେ ବହୁ କସମେଟିକ ପ୍ରଡକ୍ଟ ଜବତ କରି ମାନ ନିର୍ଦ୍ଧାରଣ ପାଇଁ ପଠାଇଛି ଡ୍ରଗ କଣ୍ଟ୍ରୋଲର ବିଭାଗ । ସେପଟେ ଆଗକୁ ଆଉ କାହାର ପାଳି ପଡିବ ସେନେଇ ଚିନ୍ତାରେ ଅଛନ୍ତି ବ୍ୟବସାୟୀ ।

Advertisment
Bhubaneswar
Advertisment
Advertisment