Drunk Youth
ଭୁବନେଶ୍ୱର ବିମାନ ବନ୍ଦରରେ ମଦ୍ୟପ ଯୁବକଙ୍କ ହଙ୍ଗାମା। ପ୍ରଥମେ ଏୟାରର୍ପୋଟ ଭିତରେ ଗଣ୍ଡଗୋଳ କରିବା ପରେ ସୁରକ୍ଷା କର୍ମୀ ତାଙ୍କୁ ବାହାରକୁ ବାହାର କରିଦେଇଥିଲେ । ପରେ ଏୟାରର୍ପୋଟ ଗେଟ୍ ବାହାରେ ପାଟିତୁଣ୍ଡ କରିଥିଲେ I ମୋହିତ ପାଟିଆଲ ନାମକ ଯୁବକଙ୍କ ଘର ଚଣ୍ଡିଗଡରେ । କଟକ ଓ ଭୁବନେଶ୍ୱରରେ ହେୟାର ଷ୍ଟାଇଲିସ ଭାବରେ କାମକରୁଥିବା ସେ କହିଛନ୍ତି। ଏୟାରପୋର୍ଟ ଥାନା ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖିବା ସହ ନିଶା ଛାଡିବା ପରେ ଅଣ୍ଡରଟେକିଂ ଲେଖି ଛାଡିଛି। ଏନେଇ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)