Advertisment

ରାଜ୍ୟରୁ ରାଜ୍ୟ ଘୁରିବୁଲିଲା ମୃତଦେହ

ରାଜ୍ୟରୁ ରାଜ୍ୟ ଘୁରିବୁଲିଲା ମୃତଦେହ। ସୋରର ମୃତଦେହ ପଶ୍ଚିମବଙ୍ଗରେ ଆଉ ପଶ୍ଚିମବଙ୍ଗର ମୃତଦେହ ଆସି ପହଞ୍ଚିଲା ସୋରରେ। ସୋରରୁ ସିଲିଗୁଡ଼ି ସାରାରାତି ଚାଲିଲା ଶବ ଟେନସନ୍। କଫିନ୍ ଉପରେ ଭୁଲ୍ ଷ୍ଟିକରିଂ ଯୋଗୁ ହଜିଗଲା ଠିକଣା, ଅଦଳବଦଳ ହୋଇଗଲା ଦୁଇ ମୃତଦେହ

author-image
Manasranjan Mohanty