Advertisment

Video: ରାତି ଅଧରେ ଦାଦନ ପରିବହନ

କିଏ ପରିବାରକୁ ସାଙ୍ଗରେ ନେଇଯାଉଛନ୍ତି ତ ଆଉ କିଏ ବୁଢ଼ା ବାପା, ମା’ଙ୍କୁ ଛାଡ଼ି ଦାଦନ ଯାଉଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନ ପ୍ଲାଟଫର୍ମରେ ଆଖି ଯେ ପର୍ଯ୍ୟନ୍ତ ପାଉଛି, ସେ ଯାଏଁ ଲମ୍ବିଛି ଦାଦନ ଶ୍ରମିକଙ୍କ ସୁଅ ।

author-image
Santosh Kumar Sahoo

ଦାନା ପାଇଁ ଦାଦନ ଯାଇ, କେତେ ଯେ ମଣିଷ ଶବ ପାଲଟିଗଲେଣି, ତଥାପି ବଦଳୁନି ବ୍ୟବସ୍ଥାର ଚିତ୍ର । ନାନା ଆଲୋଚନା, ନାନା ଯୋଜନା ସତ୍ତ୍ୱେ ଦାଦନ ଦହନରୁ ମିଳୁନି ଉପଷମ । ନିଇତି ଦାଦନଙ୍କୁ ବୋହି ରାଜ୍ୟ ବାହାରକୁ ଦୌଡୁଛି ଟ୍ରେନ୍ । ଭୋକର ଭୂଗୋଳ ବଲାଙ୍ଗିରରୁ ନିଇତି ଛୁଟୁଛି ଦାଦନ ଏକ୍ସପ୍ରେସ । କଣ୍ଟାବାଞ୍ଜିରୁ ଟ୍ରେନ୍ ଧରି ଦାନା ପାଇଁ ହାଇଦ୍ରାବାଦକୁ ଦାଦନ ଯାଉଛନ୍ତି ଶ୍ରମିକ ।

Advertisment
Migrant Workers
Advertisment
Advertisment