Advertisment

୩ ଝିଅଙ୍କୁ ଧରି ଜଳିଥାନ୍ତା ମା’

ସ୍ୱାମୀ ସହ ଝଗଡ଼ା। ନିଇତି ପାଟିତୁଣ୍ଡ। ପରକୀୟ ପ୍ରିତି ପାଇଁ ଉଜାଡିଥାନ୍ତା ପୂରା ପରିବାର। ନିଆଁରେ ଜଳିଥାନ୍ତା ୪ ନୀରିହ ଜୀବନ। ସ୍ୱାମୀ ଆଉ ଜଣେ ସ୍ତ୍ରୀ ସହ ସମ୍ପର୍କରେ ଥିବା ସନ୍ଦେହ କରି ସ୍ତ୍ରୀ ନେଇଥିଲା ଚରମ ନିଷ୍ପତ୍ତି। ତିନି ପିଲାଙ୍କୁ ଧରି ଆତ୍ମହୂତି କରିବାକୁ ବାଛିଥିଲା ବାଟ। କିରୋସିନ୍‌ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିଲା।

author-image
Manasranjan Mohanty