Advertisment

ଓଟିଭି ଉପରୁ ହଟିଲା କଟକଣା

#ଓଟିଭି_ଉପରୁ_ହଟିଲା_କଟକଣା କିଟ୍ ଓ କିସ୍ ନାଁରେ ଖବର ପ୍ରସାରଣକୁ ନେଇ ଲୋକପ୍ରିୟ ଅଗ୍ରଣୀ ଚ୍ୟାନେଲ ଓଟିଭି ବିରୋଧରେ କଟକ ସିଭିଲ ଜଜଙ୍କ ପାଖରେ ହୋଇଥିବା ପିଟିସନ୍ ଖାରଜ ହୋଇଯାଇଛି। ଆବେଦନକାରୀଙ୍କ ଅଭିଯୋଗର କୌଣସି ଠୋସ୍ ପ୍ରମାଣ ନଥିବା ଦର୍ଶାଇ କୋର୍ଟ ଏସଂପର୍କିତ ଖବର ପ୍ରସାରଣ ଉପରେ ଲାଗିଥିବା ଅନ୍ତରୀଣ ଅଙ୍କୁଶକୁ ମଧ୍ୟ ହଟାଇ ଦେଇଛନ୍ତି।

author-image
Saroj Kumar Jena

#ଓଟିଭି_ଉପରୁ_ହଟିଲା_କଟକଣା
କିଟ୍ ଓ କିସ୍ ନାଁରେ ଖବର ପ୍ରସାରଣକୁ ନେଇ ଲୋକପ୍ରିୟ ଅଗ୍ରଣୀ ଚ୍ୟାନେଲ ଓଟିଭି ବିରୋଧରେ କଟକ ସିଭିଲ ଜଜଙ୍କ ପାଖରେ ହୋଇଥିବା ପିଟିସନ୍ ଖାରଜ ହୋଇଯାଇଛି। ଆବେଦନକାରୀଙ୍କ ଅଭିଯୋଗର କୌଣସି ଠୋସ୍ ପ୍ରମାଣ ନଥିବା ଦର୍ଶାଇ କୋର୍ଟ ଏସଂପର୍କିତ ଖବର ପ୍ରସାରଣ ଉପରେ ଲାଗିଥିବା ଅନ୍ତରୀଣ ଅଙ୍କୁଶକୁ ମଧ୍ୟ ହଟାଇ ଦେଇଛନ୍ତି।

Advertisment
KIIT University Orissa High Court KIIT
Advertisment
Advertisment