Couple without a Roof
ସେଦିନ ଏ ଅଚିହ୍ନା ଆଖି, ଆଉ ଏ ମୁରୁକା ହସ ଏମାନଙ୍କୁ ପ୍ରେମରେ ପକାଇ ଦେଇଥିଲା । ଜଣେ ଅନ୍ୟ ଜଣକଙ୍କ ନିକଟକୁ ଟାଣି ନେଇଥିଲା । ଫଳରେ ଜଣେ ପାଲଟିଯାଇଥିଲା ଦିୱାନା, ଆଉ ଜଣେ ଦିୱାନୀ । ରଙ୍ଗ ନମ୍ବରରୁ ହେଲା ପ୍ରେମ ତା’ ପରେ ଏ ପରଦେଶିଆ ସାଜିଗଲା ତ୍ରିପୁରରା ଜ୍ୱାଇଁ । ଜୀବନ ସାଥୀ ପାଲଟିଗଲେ ଦୁହେଁ, ହେଲେ ଏବେ ଗରିବ ରାକ୍ଷସଟା ଏମାନଙ୍କୁ ନା ଶାନ୍ତିରେ ରହିବାକୁ ଦେଉଛି । ନା ଦୁଇ ଓଳି ଦୁଇମୁଠା ଖୁଆଇ ଦେଇଛି । ପ୍ରେମର ସ୍ୱପ୍ନ ଦେଖି ଘର ସଂସାର ଆରମ୍ଭ କଲେ ହେଲେ ଆଉ ପିଛା ଛାଡ଼ୁନି ଅଭାବୀ ଓ ଦୁର୍ଦ୍ଦଶା । ଏ ହେଉଛନ୍ତି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ନୂଆସାହି ଗାଁର ଆଦିବାସୀ ଯୁବକ ମନୋଜ ରଇତ l
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)