Advertisment

Video: ନାବାଳକର ବେକରେ ଫୁଲ ମାଳ, ପାଦ ତଳେ ତୁଳସୀ

ସୋସିଆଲ୍ ମିଡିଆରେ ବେଶ୍ କିଛି ଦିନ ଜଣେ ନାବାଳକର ପାଦ ତଳେ ତୁଳସୀ ଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନେଇ ତେଜିଛି ବିବାଦ ।

author-image
Santosh Kumar Sahoo

କଳକୀଙ୍କ ଅବତାର ଦର୍ଶାଇ ନାବାଳକର ପାଦ ତଳେ ତୁଳସୀ ଥିବା ଭାଇରାଲ ଫଟୋକୁ ନେଇ ତେଜିଛି ବିବାଦ । କାଲି ଭୁବନେଶ୍ବର ଭରତପୁର ଥାନାରେ ଏତଲା ପରେ ଆଜି ପିଲାଟି ରହୁଥିବା ଖଣ୍ଡଗିରି ଅଞ୍ଚଳର ଆଶ୍ରମ ଆଗରେ ହୋଇଛି ହଲ୍ଲାପଟା । ଆଶ୍ରମ ସଭାପତି ଫଟୋଟି ୧୦ ବର୍ଷ ତଳର ବୋଲି କହିବା ସହ ରଖିଛନ୍ତି ଅଜବ ଯୁକ୍ତି । ତେଣେ ରାଜ୍ୟ ସମାଜସେବୀ ମହାସଂଘର ଅଭିଯୋଗ ପରେ ପୋଲିସ୍ ପହଞ୍ଚି ଚଳାଇଛି ତନାଘନା ।

Advertisment
Baba Bhubaneswar
Advertisment
Advertisment