Advertisment

ଦିଦି ବ୍ରହ୍ମ ଆଣିଲେ କେଉଁଠୁ?

#ଦିଦି_ବ୍ରହ୍ମ_ଆଣିଲେ_କେଉଁଠୁ?’ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ପଥର ବିଗ୍ରହ ସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ରହ୍ମ କେଉଁଠୁ ଆଣି ପ୍ରତିଷ୍ଠା କଲେ। ତାଙ୍କୁ କିଏ ଏପରି ବୁଦ୍ଧି ଦେଇଛି ବୋଲି ପଚାରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ ।

author-image
Saroj Kumar Jena

#ଦିଦି_ବ୍ରହ୍ମ_ଆଣିଲେ_କେଉଁଠୁ?’

 ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ପଥର ବିଗ୍ରହ ସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ବ୍ରହ୍ମ କେଉଁଠୁ ଆଣି ପ୍ରତିଷ୍ଠା କଲେ। ତାଙ୍କୁ କିଏ ଏପରି ବୁଦ୍ଧି ଦେଇଛି ବୋଲି ପଚାରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ ।

Advertisment
Advertisment
Advertisment