Advertisment

ଦିଲ୍ଲୀରେ ଅଦିନ ରଥକୁ ନିନ୍ଦା

ସେବାୟତଙ୍କ ପକ୍ଷରୁ କଡ଼ା ଭାଷାରେ ନିନ୍ଦା ବି କରାଗଲାଣି। ସରକାର କହିଛନ୍ତି ଏ କ୍ଷେତ୍ରରେ ଆଗକୁ କଡ଼ା ଆଭିମୁଖ୍ୟ ନିଆଯିବ।

author-image
Santosh Kumar Sahoo

ଜଗନ୍ନାଥ ସଂସ୍କୃତି ସହିତ ଖେଳ। ମନଇଚ୍ଛା, ଶାସ୍ତ୍ରୀୟ ତିଥିକୁ ଅଣଦେଖା କରି ରଥଯାତ୍ରା କରାଯାଉଛି। ଗତକାଲି ଦେଶର ରାଜଧାନୀ ଦିଲ୍ଲୀରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ସେବାୟତଙ୍କ ପକ୍ଷରୁ କଡ଼ା ଭାଷାରେ ନିନ୍ଦା ବି କରାଗଲାଣି। ସରକାର କହିଛନ୍ତି ଏ କ୍ଷେତ୍ରରେ ଆଗକୁ କଡ଼ା ଆଭିମୁଖ୍ୟ ନିଆଯିବ।

Advertisment
Delhi Ratha Yatra
Advertisment
Advertisment