Advertisment

ପୋଲିସକୁ ଠିଆ ଠିଆ ଟ୍ୟୁସନ୍ କଲେ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦେଖା ଦେଇଥିବା ଗଣ୍ଡଗୋଳକୁ ନେଇ ରାତି ଅଧରେ କଂଗ୍ରେସ ପକ୍ଷରୁ ଗୋପାଳପୁର ଥାନା ଘେରାଉ କରାଯାଇଥିଲା । ସାନଖେମୁଣ୍ଡି ବିଧାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଗୋପାଳପୁର ଥାନା ଆଗରେ ଧାରଣା ଦେଇଥିଲେ । ଶୁଣନ୍ତୁ ପୋଲିସକୁ କଣ କହୁଛନ୍ତି ସାନଖେମୁଣ୍ଡି ବିଧାୟକ ରମେେଶ ଚନ୍ଦ୍ର ଜେନା।

author-image
Chinmayee Sahoo

Berhampur University
Advertisment
Advertisment