Aadhaar Update
ସୁଭଦ୍ରା ଯୋଜନା ଆବେଦନର କୌଣସି ସମୟସୀମା ନାହିଁ । ୧୭ ତାରିଖ ପରେ ଫର୍ମ ଦାଖଲ କଲେ ବି ମିଳିବ ପ୍ରଥମ କିସ୍ତି । ଜିଲ୍ଲା ପ୍ରଶାସନ ଏବଂ ଖୋଦ୍ ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏନେଇ ବାରମ୍ବାର ସ୍ପଷ୍ଟ କରାଯିବା ସତ୍ତ୍ୱେ କମୁନି ଭିଡ। ଅଯଥାରେ ଅଧୈର୍ଯ୍ୟ ହୋଇ ଡାକଘର ଓ ଜନସେବା କେନ୍ଦ୍ର ଆଗରେ ଭିଡ଼ ଲଗାଉଛନ୍ତି ଆଶାୟୀ। ସୁଭଦ୍ରା ଫର୍ମ ଦାଖଲ ପୂର୍ବରୁ ଆଧାର ସଂଶୋଧନ ପାଇଁ ଅଧିକାଂଶ ସ୍ଥାନରେ ଠେଲାପେଲା, ଟଣାଓଟରା ସ୍ଥିତି। ଲମ୍ବା ଲାଇନ୍ ଡାକ ଘର ଡେଇଁ ରାସ୍ତା ଉପରକୁ ଚାଲିଆସୁଛି। କିଛି ସ୍ଥାନରେ ତ ଅନିଦ୍ରା ରହି ଅପେକ୍ଷା କରୁଛନ୍ତି ପୁରା ପରିବାର। ଲାଇନ୍ର ଆଗରେ ରହିବାକୁ ସତେ ଯେମିତି ଚାଲୁଛି ପ୍ରତିଯୋଗିତା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)