Advertisment

ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ

ପୂର୍ବରୁ ତାଙ୍କର କିଡନି ପ୍ରତିରୋପଣ ବି ହୋଇଥିଲା।

author-image
Satyendu Shekher Mishra

ପରଲୋକରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ଫୁସଫୁସ୍‌ରେ ସଂକ୍ରମଣ ଯୋଗୁଁ କିଛି ଦିନ ହେଲା ତାଙ୍କର ଆଇସିୟୁରେ ଚିକତ୍ସା କରାଯାଉଥିଲା। ପୂର୍ବରୁ ତାଙ୍କର କିଡନି ପ୍ରତିରୋପଣ ବି ହୋଇଥିଲା।

Advertisment
Advertisment
Advertisment