ଲୁହରେ ଭିଜେଇ ଚାଲିଗଲେ ଅଜୟ
ଓଡିଶାର ସବୁଠାରୁ ଲୋକପ୍ରିୟ ପଲିଟିକାଲ୍ ସାଟାୟାର୍ ସୋ ଦି ଗ୍ରେଟ ଓଡିଶା ପଲିଟିକାଲ ସର୍କସର ଜଣାଶୁଣା ହାସ୍ୟ ଅଭିନେତା ଅଜୟ ନାୟକ ହଠାତ ଏମିତି ସଂସାର ଛାଡି ଚାଲିଯିବେ ବୋଲି କେହି କେବେ କଳ୍ପନା ବି କରି ନଥିବେ। ତିନି ଦିନ ତଳେ ଅଜୟ ତାଙ୍କର ଶେଷ ସୁଟିଂ କରିଥିଲେ ଓଟିଭି ଷ୍ଟୁଡିଓରେ। ତାଙ୍କୁ ମନେ ପକାଇ କାନ୍ଦୁଛନ୍ତି ପ୍ରୋଗ୍ରାମର ଆଙ୍କର ଶୋଭନା। ସେ ଜାଣି ନଥିଲେ ଶେଷଥର ପାଇଁ ଶୋଭନା ଅଜୟଙ୍କୁ ଡାକିଥିଲେ ମଞ୍ଚକୁ ସୋ କରିବା ପାଇଁ। ସୁଟିଂ ସମୟରେ ଶୋଭନା ଶେଷ ଫଟୋ ବି ଉଠାଇଥିଲେ ଅଜୟଙ୍କ ସହ। ଆଉ ଆଜି ସେ ସବୁ ଦିନ ପାଇଁ ସମସ୍ତଙ୍କୁ ଛାଡି ଚାଲିଯିବାକୁ ଶୋଭନା ଗ୍ରହଣ କରିପାରିନାହାନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)