Advertisment

ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ!

ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ! ବର୍ଷ ପୂର୍ତ୍ତି ଅବସରରେ ଓଟିଭିକୁ Exclusive ଇଣ୍ଟରଭ୍ୟୁ ଦେଇ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମୀକ୍ଷା ପାଇଁ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ମାଗିଛି। ଖୁବ ଶୀଘ୍ର ଖାଲି ଥିବା ୬ ମନ୍ତ୍ରୀ ପଦ ପୂରଣ ପାଇଁ ନିଷ୍ପତ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ପରେ ପାୱାର କରିଡରରେ ଚର୍ଚ୍ଚା। ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ରିସଫଲରେ କିଏ ପାସ୍ ଆଉ କିଏ ଫେଲ ହେବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା।

author-image
Saroj Kumar Jena

ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ!
ବର୍ଷ ପୂର୍ତ୍ତି ଅବସରରେ ଓଟିଭିକୁ Exclusive ଇଣ୍ଟରଭ୍ୟୁ ଦେଇ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମୀକ୍ଷା ପାଇଁ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ମାଗିଛି। ଖୁବ ଶୀଘ୍ର ଖାଲି ଥିବା ୬ ମନ୍ତ୍ରୀ ପଦ ପୂରଣ ପାଇଁ ନିଷ୍ପତ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ପରେ ପାୱାର କରିଡରରେ ଚର୍ଚ୍ଚା। ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ରିସଫଲରେ କିଏ ପାସ୍ ଆଉ କିଏ ଫେଲ ହେବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। 

Advertisment
Advertisment
Advertisment