Advertisment

ବଢୁଛି ହଇଜା ଡ଼ର, ଯାଜପୁରରେ ଭୋଜି ବନ୍ଦ

ଯାଜପୁରକୁ କଲବଲ କଲାଣି ହଇଜା । ୭ଜଣଙ୍କ ଗଲାଣି ଜୀବନ । ୧୫ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ଧୀରେ ଧୀରେ ଯାଜପୁରରେ ହଇଜା କାୟା ମେଲାଇ ମୁଣ୍ଡ ନେବା ଆରମ୍ଭ କଲାଣି । ଆଉ ଏଇଥି ପାଇଁ ସରକାରଙ୍କୁ ଘାରିଲାଣି ମୁକାବିଲା ଚିନ୍ତା । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

author-image
Namita Biswal

ଯାଜପୁରକୁ କଲବଲ କଲାଣି ହଇଜା । ୭ଜଣଙ୍କ ଗଲାଣି ଜୀବନ । ୧୫ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ଧୀରେ ଧୀରେ ଯାଜପୁରରେ ହଇଜା କାୟା ମେଲାଇ ମୁଣ୍ଡ ନେବା ଆରମ୍ଭ କଲାଣି । ଆଉ ଏଇଥି ପାଇଁ ସରକାରଙ୍କୁ ଘାରିଲାଣି ମୁକାବିଲା ଚିନ୍ତା । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ଜିଲ୍ଲାରେ ହଇଜା ଜନିତ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି । ଯାଜପୁରରେ ହେଲ୍ଥ ଟିମ୍ ଓ ରାପିଡ୍ ଆକ୍ସନ ଟିମ୍ ୨୪ ଘଣ୍ଟା କାମ କରୁଛନ୍ତି । ଆଉ ଘଟଣାସ୍ଥଳକୁ ଯାଇ ହଇଜା ସ୍ଥିତି ପରଖୁଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆକ୍ରାନ୍ତଙ୍କ ସହ କଥା ହୋଇଛନ୍ତି ।   

Advertisment
Diarrhoea Scare Diarrhoea Deaths In Odisha Vibrio Cholerae
Advertisment
Advertisment