Advertisment

Child Kidnapped Rescued: ଠାକୁରମୁଣ୍ଡାରୁ ଅପହୃତ ଶିଶୁକନ୍ୟା ଉଦ୍ଧାର

ମୟୂରଭଞ୍ଜ ଠାକୁରମୁଣ୍ଡାରୁ ଚୋରାଇ ଯାଜପୁରରେ ରଖିଥିଲା। ଯାଜପୁର କିନ୍ନର ସଙ୍ଘ ଦିନ ରାତି ଖୋଜି ପିଲାକୁ କଲେ ଉଦ୍ଧାର।

author-image
Santosh Kumar Sahoo

ଠାକୁରମୁଣ୍ଡାରୁ ଅପହୃତ ଶିଶୁକନ୍ୟା ଉଦ୍ଧାର । ଅପହରଣ କରିଥିବା କିନ୍ନରକୁ ଧରିଲେ କିନ୍ନର । ଯାଜପୁର ରୋଡ୍ ଥାନା କାଚହୁଡି ସାହିରୁ ଶିଶୁକନ୍ୟା ଉଦ୍ଧାର ।ଅପହରଣର ୩ ଦିନ ପରେ ଠାକୁରମୁଣ୍ଡାର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। କିନ୍ନର ବେଶରେ ଅପହରଣ କରିଥିବା ଛଦ୍ମବେଶୀକୁ ଧରାଇ ଦେଇଛି କିନ୍ନର ସଙ୍ଘ। ଯାଜପୁର ରୋଡ କିନ୍ନର ସଂଘର କର୍ମକର୍ତ୍ତା ଶିଶୁଟିକୁ ଉଦ୍ଧାର କରିଛନ୍ତି। ଅଭିଯୁକ୍ତ ଯାଜପୁର ରୋଡ୍ ଥାନା କାଚହୁଡ଼ି ସାହିରୁ ଲିପୁ ନାୟକ ବୋଲି ଜଣାପଡ଼ିଛି।

Advertisment
Child Theft Jajpur
Advertisment
Advertisment