Advertisment

ବାହାରିଲା ନଗଦ ଦେଢ଼ କୋଟି, ସରକାରୀ ବାବୁଙ୍କ ଅମାପ ସମ୍ପତ୍ତି

ପତ୍ନୀଙ୍କ ପାଇଁ କିଣିଛନ୍ତି ଦାମୀ ସୁନା ହାର । ଘରେ ରଖିଛନ୍ତି ଦେଢ଼ କୋଟି କ୍ୟାସ୍‌ । ଟଙ୍କା ଗଦିରେ ଶୋଉଥିଲେ ବାବୁ । ବେଡ୍‌ର ବେଡସିଟ୍‌ କାଢ଼ିଦେଲେ ମିଳୁଥିଲା ପୁଳାପୁଳା ୫ଶହ ଟଙ୍କିଆ ବଣ୍ଡଲ୍‌ । ଦେଖନ୍ତୁ ଏ ହେଉଛନ୍ତି ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର । ଦେଖିବାକୁ ଯେମିତି ସାଧାସିଧା, ତାଙ୍କ ଦୁର୍ନୀତିର ସିଡ଼ି ସେତିକି ଅଙ୍କାବଙ୍କା ।

author-image
Pallipuspa Samal
Vigilance Raid
Advertisment
Advertisment