Advertisment

ଜଳିଗଲେ ନା କିଏ ଜାଳିଦେଲା ?

କେମିତି ଜିଅଁନ୍ତା ଜଳିଗଲେ ଯୁବତୀ । ଜଳିଗଲେ ନା କିଏ ଜାଳିଦେଲା ? କେମିତି ଘର ଭିତରେ ଜିଅଁନ୍ତା ଜଳିଗଲେ ଯୁବତୀ ? ଅସହ୍ୟ ହେଲା କି ପ୍ରେମିକର ବ୍ଲାକମେଲିଂ ? ଅଶ୍ଳୀଳ ଫଟୋ ଭାଇରାଲ ଧମକ ନେଲା କି ଝିଅ ଜୀବନ ? ନିଜେ କିରୋସିନି ଢାଳି ହୋଇ ଜାଳିଦେଲେ କି ନିଜକୁ ? FM ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ନାବାଳିକା ପୋଡ଼ି ଘଟଣା ମନରୁ ନ ଲିଭୁଣୁ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରୁ ସାମ୍ନାକୁ ଆସିଛି ଆଉ ଏକ ଛାତିଥରା ଘଟଣା । ଜୀଅଁନ୍ତା ଜଳିଯାଇଛନ୍ତି ଆଉ ଜଣେ ଯୁବତୀ । ଘର ଭିତରୁ ମିଳିଛି ଅର୍ଦ୍ଧଦଗ୍ଧ ମୃତଦେହ । କାଠିଆପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବତୀ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । ସେ ନିଜ କିରାସିନି ଢାଳି ହୋଇ ଦେହରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି ।

author-image
Chinmayee Sahoo

Kendrapada
Advertisment
Advertisment