ବିକ୍ରୀ ପଛରେ ବଡ଼ ରାକେଟ ?
ବଲାଙ୍ଗିରରେ ଶିଶୁବିକ୍ରୀ କଥା ପ୍ରଥମେ ଓଟିଭିରେ ପ୍ରଘଟ ହେବା ପରେ ତତ୍ପର ହେଲା ପ୍ରଶାସନ । ଆରମ୍ଭ ହେଲା ଘଟଣାର ତଦନ୍ତ। ଅଭାବ ଯୋଗୁଁ, ପିଲାଙ୍କୁ ଦେଇ ପାଂଚ ହଜାର ଅଗ୍ରୀମ ନେଇଥିବା ସ୍ବୀକାର କଲେ ମା। ହସପିଟାଲରେ ଡିଲ ହୋଇଥିବା କଥା ବି ଜଣାପଡିଲା । ମଧ୍ୟସ୍ଥିକୁ ଠାବ କରି, ବିକ୍ରୀ ଶିଶୁକୁ ଉଦ୍ଧାର କରିଛି ପ୍ରଶାସନ । ଏବେ ଶିଶୁବିକ୍ରୀ ପଛରେ ଏକ ବଡ ରାକେଟ କାମ କରୁଥିବା ସନ୍ଦେହ କରିଛି ଶିଶୁ ମଂଗଳ କମିଟି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)