PUJA-FLOWER
ପୂଜାଫୁଲରୁ ପ୍ରସ୍ତୁତ ହେବ ଧୂପ କାଠି। ଗଣେଶ ପୂଜା ପୂର୍ବରୁ ବିଏମସିର ସ୍ବତନ୍ତ୍ର ପଦକ୍ଷେପ। ପୂଜା ପାର୍ବଣରେ ବିଭିନ୍ନ ମଣ୍ଡପରେ ବ୍ୟବହୃତ ଫୁଲରୁ ସୁଗନ୍ଧିତ ଧୂପକାଠି ତିଆରି କରି ବଜାରରେ ବିକ୍ରି କରିବ BMC। ଏହି ଗଣେଶ ପୂଜାରୁ BMC ଏହି ପ୍ରକ୍ରିୟା ଆରମ୍ଭ କରିବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)