BJP MLA
ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ନବୀନ ବାବୁଙ୍କୁ ସମସ୍ତେ ଭଲ ପାଆନ୍ତି। ଯେହେତୁ ସେ ସାମାନ୍ୟ ଅସୁସ୍ଥ ଅଛନ୍ତି, ରାଜ୍ୟ ସରକାରଙ୍କ ପ୍ରତିନିଧି ତାଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ତାଙ୍କୁ କିଏ କାହିଁକି ଅଟକାଇଲା, ସେ କଥା ଲୋକେ ପଚାରିବେ। ଯଦି ସେ ଦୁଇ ଦିନ ହେବ ଅସୁସ୍ଥ ଥିଲେ, ତାଙ୍କୁ କାହିଁକି ତୁରନ୍ତ ହସ୍ପିଟାଲ ନେଲେ ନାହିଁ ?
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)