Sikkim Tragedy
ବିଜେପି ନେତ୍ରୀଙ୍କ ମିଳୁନି ପତ୍ତା । ଏବେ ବି ନିଖୋଜ ଇତିଶ୍ରୀ ଜେନା । ଦୁର୍ଘଟଣା ପରେ ମିଳିଲାଣି ଜଣଙ୍କ ମୃତଦେହ । ଅଳ୍ପକେ ବର୍ତ୍ତିଛି ୨ ଜୀବନ । ସିକ୍କିମର ମର୍ମନ୍ତୁଦ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଓ ପଶ୍ଚିମବଙ୍ଗର ୯ ଜଣ ନିଖୋଜ ଅଛନ୍ତି । ଆଉ ଏବେ ସେହି ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଲାଣି ଛାତିଥରା କହାଣୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)