CM Mohan Majhi Supports Farmers
ପୁଣି ପ୍ରତିଶ୍ରୁତି ପୂରଣ କଲେ ମୋହନ ସରକାର
ପୁଣି ପ୍ରତିଶ୍ରୁତି ପୂରଣ କଲେ ମୋହନ ସରକାର । ଅନ୍ନଦାତାଙ୍କ ଖାତାକୁ ଗଲା ୮ଶହ ଟଙ୍କାର ଇନପୁଟ୍ ସହାୟତା । ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାକୁ ଦୋହରାଇଲେ ପ୍ରତିଶ୍ରୁତି । ବରଗଡ଼ ସୋହେଲା ମଞ୍ଚରୁ ଗତ ବିଜେଡି ସରକାରକୁ ନିଶାନା । ଦଲାଲଙ୍କୁ ବି ଚେତାବନୀ ଶୁଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
CM Mohan Majhi Supports Farmers
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)