Naveen Patnaik
ବିଜେଡିକୁ ସଂଗଠନ ଚିନ୍ତା। ସତ୍ତାରୁ ଯିବା ପରେ ତୃଣମୂଳ ନେତାଙ୍କ ଆସ୍ଥା ହରାଉଛି ଦଳ ! ବିଜେପି ଆଡକୁ ଢଳୁଛନ୍ତି ପଞ୍ଚାୟତ ପ୍ରତିନିଧି । ଘାରିଛି ଅନାସ୍ଥା ଭୟ। ଆଉ ଗଡ଼ ରଖିବାକୁ ଖୋଦ୍ ସୁପ୍ରିମୋ ନବୀନଙ୍କ କସରତ। ପୁରୀ ଜିଲ୍ଲା ରାମଚଣ୍ଡୀ ଅଞ୍ଚଳରେ ସେମିତି କିଛି ଭିଡିଓ ସାମ୍ନାକୁ ଆସିଛି । ପାରାଦ୍ବୀପର ବିଧାୟକ ବିଧାୟକ ସମ୍ବିତ ରାଉତରାୟ ଓ ଦଳର ଟାଣୁଆ ନେତା ବାପି ସର୍ଖେଲ, ୨୦ ସମିତି ସଭ୍ୟ, ୮ ସରପଞ୍ଚ ଓ ୪ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନେଇ ମେଳି କରିଥିଲେ । ସମସ୍ତଙ୍କୁ ଏକଜୁଟ୍ ରହିବାକୁ ମନ୍ତ୍ର ଦିଆଯାଇଛି। ଚର୍ଚ୍ଚା ହେଉଛି ଏସବୁ ଜନପ୍ରତିନିଧିଙ୍କୁ ନେଇ ପୁରୀରେ ଶପଥ ପାଠ କରାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)