ବିଷ୍ଣୁପଦ କେଉଁଠି ?
ବିଷ୍ଣୁପଦ ସେଠୀ ଏବେ କେଉଁଠି ? ସମନ ପରଠୁ ନା CBIରେ ହାଜର ହୋଇଛନ୍ତି ନା ଗଣମାଧ୍ୟମ ଆଗରେ ମୁହଁ ଖୋଲୁଛନ୍ତି । ଏହାରି ଭିତରେ ଓଟିଭିକୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆସନ୍ତାକାଲି ଦିନ ୧୨ଟା ଭିତରେ ବିଷ୍ଣୁପଦଙ୍କୁ ଭୁବନେଶ୍ୱରସ୍ଥିତ CBI ଅଫିସରେରେ ହାଜର ପାଇଁ କୁହାଯାଇଛି । ଯଦିଓ ସେ ଦିଲ୍ଲୀରେ ହାଜର ହେବାକୁ ଚିଠି ଲେଖି ଜଣାଇଥିଲେ । ପୂରା ମାମଲାକୁ ନେଇ ବିଜେଡି ରାଜ୍ୟ ସରକାରକୁ ଟାର୍ଗେଟ୍ କରିଥିବା ବେଳେ ଆଇନ ମନ୍ତ୍ରୀ କହିଛନ୍ତି, ଯିଏ ବି ଦୋଷୀ ହୁଅନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)