Oil Plant
ଶିଳ୍ପ କ୍ଷେତ୍ରରେ ଆହୁରି ସମୃଦ୍ଧ ହେବ ଓଡିଶା । ଯାଜପୁରରେ ହେବ ଅଶୋଧିତ ଗଚ୍ଛିତ ତୈଳ ପ୍ଲାଣ୍ଟ। ୮,୭୪୩ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ କାରଖାନା । ସୃଷ୍ଟି ହେବ ପ୍ରାୟ ୪,୦୦୦ ନିଯୁକ୍ତି ସୁଯୋଗ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ଦୁଇ ଦିନିଆ ନିବେଶ ସମ୍ମିଳନୀରେ ଯୋଗ ଦେଇଥିଲେ । ଯେଉଁଥିରେ ୧ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି । ଏଥିରେ ରହିଛି ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ଦୀର୍ଘ ଦିନ ଧରି ଅଟକି ରହିଥିବା ୮,୭୪୩ କୋଟି ଟଙ୍କାର ଅଶୋଧିତ ତୈଳ ସଂରକ୍ଷଣ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)