PM Modi
ଗାଡ଼କଣ ଗାଁରେ ମୋଦି । ମାଦଲ ମାଡ଼ରେ କମ୍ପିଲା ଗାଁ । ପିଏମ୍ ଆବାସ ଗୃହ ପ୍ରବେଶ ଉତ୍ସବରେ ହେଲେ ସାମିଲ୍ । SHG ମହିଳାଙ୍କ ସହ ହେଲେ କଥା । ଓଡ଼ିଶା ମାଟିରେ ନିଆରା ଢଙ୍ଗରେ ମୋଦି ନିଜ ଜନ୍ମଦିନକୁ ପାଳନ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଗାଡ଼କଣ ଶବରସାହିକୁ ଆସିଥିଲେ ପ୍ରଧାନମନ୍ତ୍ରୀ। ଗାଁ ମୁଣ୍ଡରୁ ପାରମ୍ପରିକ ନୃତ୍ୟ ବାଦ୍ୟରେ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଗାଁରେ ପାଇ ଗ୍ରାମବାସୀଙ୍କ ଖୁସି କହିଲେ ନସରେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)