Advertisment

ରାଜଧାନୀରେ ଭଡ଼ା ଘର ଖୋଜୁଥିଲେ ସାବଧାନ୍

ରାଜଧାନୀରେ ମାତିଛନ୍ତି ଘର ଭଡ଼ା ଦଲାଲ। ମାଲିକଙ୍କ ଅଜାଣତରେ ସେମାନଙ୍କ ଘର ଦେଖାଇ, ଘର ଖୋଜୁଥିବା ଲୋକଙ୍କଠାରୁ ଲୁଟି ନେଉଛନ୍ତି ଟଙ୍କା। ପରେ ନା ଘର ମିଳୁଛି ନା ସେମାନଙ୍କ ଟଙ୍କା। ଘର ଖୋଜିବାକୁ ଆସି ଠିକ୍ ଏମିତି ଠକେଇର ଶିକାର ହୋଇଛନ୍ତି ଯାଜପୁରର ଜଣେ ଶିକ୍ଷିତ ଯୁବକ।

author-image
Santosh Kumar Sahoo

ଭୁବନେଶ୍ବରରେ ମାତିଛନ୍ତି ଘର ଭଡ଼ା ଦଲାଲ। ଅନ୍ୟର ଘର ଦେଖାଇ ଲୁଟିନେଉଛନ୍ତି ଟଙ୍କା। ଏମିତି ଠକେଇର ଶିକାର ହୋଇଛନ୍ତି ଯାଜପୁରର ଜ୍ୟୋତିପ୍ରକାଶ ସାହୁ। ଦିଲ୍ଲୀରେ ପଢା ସାରି ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଇଣ୍ଟର୍ଣ୍ଣସିପ୍ ପାଇଁ ଆସିଥିଲେ ଜ୍ୟୋତି। ରାସ୍ତା କଡରେ ଟୁ ଲେଟ୍ ପୋଷ୍ଟର ଦେଖି କଣ୍ଟାକ୍ଟ କରିବା ପରେ ଜଣେ ଦଲାଲ ସହ ଯୋଗାଯୋଗ ହୋଇଥିଲା। ଡିଲ୍ ମୁତାବକ ଘର ଦେଖାଇବାକୁ ସେ ନେଇଥିଲେ ୫ଶହ ଟଙ୍କା। ଶ୍ରୀଅଙ୍ଗ କନଷ୍ଟ୍ରକସନ୍ ନାଁ ସହ ଜିଏସଟି ନମ୍ବର, ୟୁପିଆଇ ସ୍କାନର ସବୁ ରହିଛି।

Advertisment
Bhubaneswar Tolet
Advertisment
Advertisment