Advertisment

ତୁରନ୍ତ କରନ୍ତୁ ଏହି କାମ..ନହେଲେ କଟିବ ରାସନ କାର୍ଡ

କଟିବ ୩୭ ଲକ୍ଷ ରାସନ କାର୍ଡ ! ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିବନି ସୁବିଧା । ଆପ୍‌ ଡେଟ୍‌ ନଥିଲେ E-kyc, ସରକାର ଦେବେନି ରାସନ । କଡ଼ା ଆଭିମୁଖ୍ୟ ନେଲେ ମୋହନ ସରକାର । ଆସନ୍ତା ୧୫ ତାରିଖ ରାସନ କାର୍ଡ E-kyc ଆବେଦନର ଶେଷ ତାରିଖ ରହିଛି ।

author-image
Sonali Ojha

Ration Card
Advertisment
Advertisment