loot
ସ୍କୁଟି ଡିକିରୁ ୧୧ ଲକ୍ଷ ୬୩ ହଜାର ଲୁଟ ଘଟଣାରେ ବରପାଲି ପୋଲିସକୁ ବଡ଼ ସଫଳତା l ଗତ ୨୯ ତାରିଖ ବରପାଲିର ହିନ୍ଦୁସ୍ଥାନ ହାର୍ଡୱେର ସାମ୍ନାରୁ ଲୁଟ୍ ହୋଇଥିଲା ଟଙ୍କା l ୨ ଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଟଙ୍କା ନେଇ ଫେରାର ମାରିଥିଲେ l ସିସିଟିଭି ଆଧାରରେ ତଦନ୍ତ ପରେ ୯ ଲକ୍ଷ ୨୪ ହଜାର ୭ଶହ ଟଙ୍କା ଜବତ କରିବା ସହ ଜଣଙ୍କୁ ଗିରଫ କଲା ପୋଲିସ l
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)