Advertisment

୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ

୨ ସପ୍ତାହ ଭିତରେ ରାଜ୍ୟ ରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା । ସତ୍ୟଭାମାପୁର ଓଡିଶା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଏହାର ସୁଫଳ ପାଇବେ ବୋଲି ସେ ସୂଚନା ଦେଇଛନ୍ତି।

author-image
Saroj Kumar Jena

୨ ସପ୍ତାହ ଭିତରେ ରାଜ୍ୟ ରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା । ସତ୍ୟଭାମାପୁର ଓଡିଶା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଏହାର ସୁଫଳ ପାଇବେ ବୋଲି ସେ ସୂଚନା ଦେଇଛନ୍ତି। 

Advertisment
Odisha Ayushman Bharat
Advertisment
Advertisment