Advertisment

ସରିଲା କଚ୍ଚା ଘର ଯୁଗ, ଏବେ ଗରିବଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ

ଆଉ ରହିବନି କଚ୍ଚା ଘର ! ଥିଲେ କଚ୍ଚା, ଏବ ହେବ ପକ୍କା । ଗରିବଙ୍କ ମୁଣ୍ଡ ଉପରୁ ହଟିବ ଝାଟିମାଟିର ଚାଳଛପର । ରବିବାର ଦିନ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ।

author-image
Namita Biswal
ଅଦ୍ୟତନ ହୋଇଛି

ଆଉ ରହିବନି କଚ୍ଚା ଘର ! ଥିଲେ କଚ୍ଚା, ଏବ ହେବ ପକ୍କା । ଗରିବଙ୍କ ମୁଣ୍ଡ ଉପରୁ ହଟିବ ଝାଟିମାଟିର ଚାଳଛପର । ରବିବାର ଦିନ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଲୋକଙ୍କ ପକ୍କାଘର ଆଶାକୁ ପୂରଣ କରିବେ ମୋହନ ସରକାର । ସରକାରଙ୍କ ଏହି ଯୋଜନାରେ ଭିନ୍ନକ୍ଷମ, ରୋଗାକ୍ରାନ୍ତ ଓ ବିଧବାଙ୍କୁ ଅଗ୍ରାଧିକାର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଯାହାକୁ ନେଇ ଖୁବ୍‌ ଖୁସିବ୍ୟକ୍ତ କରିଛନ୍ତି ହିତାଧିକାରୀ । 

Advertisment
Odisha Odisha Housing Scheme Chief Minister Mohan Majhi
Advertisment
Advertisment