Allegations Surface About Travel Vlogger Laba Hansda\'s Marital Status
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Allegations Surface About Travel Vlogger Laba Hansda\'s Marital Status
ଟ୍ରାଭେଲ୍ ବ୍ଲଗର ଲବ ହାଁସଦା ବିବାହିତ ନା ଅବିବାହିତ ? ବିବାଦ ଭିତରେ ସାମ୍ନାକୁ ଆସିଛନ୍ତି ନିଜକୁ ଲବଙ୍କ ଶ୍ବଶୁର କହୁଥିବା ଜଣେ ବ୍ୟକ୍ତି । ସେ କହିଛନ୍ତି ଲବ ପୂର୍ବରୁ ବିବାହିତ । ସେ ତାଙ୍କ ପତ୍ନୀ ଓ ଝିଅକୁ ଛାଡ଼ି ଅଲଗା ରହୁଛନ୍ତି । ସେପଟେ ସମାନ କଥା କହିଛନ୍ତି ଲବଙ୍କ ପରିବାର ସଦସ୍ୟ । ଲବଙ୍କ ବଡ଼ବାପାଙ୍କ ପୁଅ କହିଛନ୍ତି, ଲବ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)