Advertisment

ଆସନ୍ତାକାଲି ଆଡ଼ପ ବିଜେ

ଆସନ୍ତାକାଲି_ଆଡ଼ପ_ବିଜେ ଦିନ ୧ଟା ୧୦ ସୁଦ୍ଧା ସମସ୍ତ ୩ ରଥ ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଯାଇଛନ୍ତି । ଆଜି ରଥରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ହେବ । ଆସନ୍ତାକାଲି ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିବେ ।

author-image
Saroj Kumar Jena

ଆସନ୍ତାକାଲି_ଆଡ଼ପ_ବିଜେ
ଦିନ ୧ଟା ୧୦ ସୁଦ୍ଧା ସମସ୍ତ ୩ ରଥ ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଯାଇଛନ୍ତି । ଆଜି ରଥରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ହେବ । ଆସନ୍ତାକାଲି ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିବେ ।

Advertisment
Advertisment
Advertisment