Srimandir
ହଟିବ ମହାପ୍ରଭୁଙ୍କ ଦର୍ଶନ କଟକଣା । ଭିଡ଼ କମିବ, ଦୂର ହେବ ଯନ୍ତ୍ରଣା। ଚାରି ଦ୍ୱାରରେ ପ୍ରବେଶ କରି ରତ୍ନସିଂହାସନରେ ଶ୍ରୀଜିଉଙ୍କ ମନଖୋଲା ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତାକାଲି ରାଜ୍ୟରେ ବିଜେପି ସରକାରର ଶପଥ ଗ୍ରହଣ ରହିଥିବା ବେଳେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଶ୍ରୀମନ୍ଦିର ଯାଇ ସ୍ଥିତି ପରଖିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ। ଏପଟେ ବଡଦାଣ୍ଡରୁ ହଟିଛି ଏସି ଟନେଲ ବ୍ୟାରିକେଡ୍। ପ୍ରଶାସନ କହିଛି, ଚାରି ଦ୍ବାର ଖୋଲିଲେ ଆଉ ଏହାର ଦରକାର ପଡ଼ିବନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)