ଭୁବନେଶ୍ବର ଏମ୍ସରେ ଦୁଇ ଘଣ୍ଟା ହାର୍ଟବିଟ୍ ବନ୍ଦ ଥିବା ଜଣେ ସୈନିକଙ୍କୁ ନିକଟରେ ନୂଆ ଜୀବନ ଦେଇଛି- ଏକ୍ସଟ୍ରାକର୍ପୋରିଅଲ୍ ମେମ୍ବ୍ରାନ୍ସ ଅକ୍ସିଜିନେସନ୍ ବା ଏକମୋ ମେସିନ୍। ଏକମୋର ଏଭଳି ଚମତ୍କାରିତାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା। ତେବେ କୋଭିଡ୍ ସମୟରେ ରାଜ୍ୟକୁ ପ୍ରଥମ ଥର ପାଇଁ ଆସିଥିବା ୯ ଏକମୋ ମେସିନ୍ ଏବେ କରୁଛି କ’ଣ ? ଏହା ସହାୟତାରେ କିଭଳି ଚାଲିଛି ଚିକିତ୍ସା ସେବା? କେତେ ରୋଗୀଙ୍କୁ ନୂଆ ଜୀବନ ଦେଲାଣି ଏ ଲାଇଫ୍ ସେଭିଙ୍ଗ୍ ମେସିନ୍ ?
Published By: Satyendu Shekher Mishra
Last updated: 26 November 2024, 10:27 PM IST
ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ । ହଟିଲା ପୂର୍ବ ସରକାରର ବିଜୁ ପକ୍କାଘର ଏବଂ ମୋ ଘର ଯୋଜନା । ପ୍ରଥମଥର ପାଇଁ କେନ୍ଦ୍ର ଯୋଜନା ବାଦ୍ ରାଜ୍ୟ ସରକାର ହାତକୁ ନେଇଛନ୍ତି ନିଜସ୍ୱ ବଡ଼ କାର୍ଯ୍ୟକ୍ରମ । ୬୦ ହଜାର ଘର ପାଇଁ ଦିଆଗଲା କାର୍ଯ୍ୟାଦେଶ । ଏହାସହ ୩ ବର୍ଷରେ ତିଆରି ହେବ ୫ ଲକ୍ଷ ଘର ।