Advertisment

ମହାପ୍ରଭୁଙ୍କୁ ଜ୍ୱର ହୋଇଛି

୧୦୮ କଳସ ଜଳ ଗାଧୋଇ ସାରିବାପରେ ମହାପ୍ରଭୁଙ୍କୁ ଜ୍ୱର ହୋଇଛି। ସେ ସାଧାରଣ ମଣିଷଙ୍କ ପରି ଧଳା ଲୁଗା ପରିଧାନ କରିଛନ୍ତି, ଧଳା ପୁଷ୍ପ ଲାଗି ହେଉଛନ୍ତି। ତାଙ୍କର ସେବାରେ ଦଇତାପତି ସେବକମାନେ ଲାଗିଛନ୍ତି। ଘଣା ଲାଗି, ଓଷ ଲାଗି, ଫୁଲୁରୀ ତେଲ ଲାଗି ହେବା ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବେ। ଯେତେବେଳେ ସର୍ବାଙ୍ଗ ଚନ୍ଦନ ଲାଗି ହେବା ପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହେବେ\' - ଦୀପକ ଦାସମହପାତ୍ର, ଯୁବ ଦଇତାପତି ସେବକ

author-image
Saroj Kumar Jena