Advertisment

ମଞ୍ଚରେ ଅଭିନୟ କରୁଥିଲେ, ଆସିଲା ବାପାଙ୍କ ମୃତ୍ୟୁ ଖବର ଆଉ ତାପରେ...

ଯାତ୍ରା କୋଣାର୍କର ମଞ୍ଚରେ ଅଭିନୟ କରୁଥିଲେ। ଖବର ଆସିଲା ଚାଲିଗଲେ ବାପା...ସବୁ ଲୁହ ଓ କୋହକୁ ଚାପି ରଖିଲେ କଳାକାର ଆଉ ମଞ୍ଚ ଉପରେ କଲେ ନିିଚ୍ଛକ ଅଭିନୟ... ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବଡ଼ମ୍ୱା ମାଣିଆବନ୍ଧର ଯାତ୍ରା କୋଣାର୍କ ମଞ୍ଚରେ...

author-image
Chinmayee Sahoo

ଯାତ୍ରା କୋଣାର୍କର ମଞ୍ଚରେ ଅଭିନୟ କରୁଥିଲେ। ଖବର ଆସିଲା ଚାଲିଗଲେ ବାପା...ସବୁ ଲୁହ ଓ କୋହକୁ ଚାପି ରଖିଲେ କଳାକାର ଆଉ ମଞ୍ଚ ଉପରେ କଲେ ନିିଚ୍ଛକ ଅଭିନୟ... ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବଡ଼ମ୍ୱା ମାଣିଆବନ୍ଧର ଯାତ୍ରା କୋଣାର୍କ ମଞ୍ଚରେ...

Advertisment
Jatra Artist Odia Actor
Advertisment
Advertisment