K Deepika
ବିବାହ କରିବାର ପ୍ରତିଶ୍ରୁତି ମିଳିଥିଲା । ପ୍ରେମ ସମ୍ପର୍କରୁ ମା’ ହୋଇଥିଲେ ଦୀପିକା । ହେଲେ ନା ପ୍ରେମିକ ସ୍ୱାମୀ ହେଲା ନା ପିଲାକୁ ମିଳିଲା ବାପାର ପରିଚୟ । ନ୍ୟାୟ ପାଇଁ ପ୍ରାୟ ୫ ବର୍ଷର ଲଢ଼େଇ ପରେ ବି ଏବେ ବି ଏକାକୀ ଦୀପିକା । ନ୍ୟାୟ ପାଇଁ ଚାଲିଛି ଲଢ଼େଇ । ପିଲାର ଭବିଷ୍ୟତ ପାଇଁ କରୁଛନ୍ତି ସଂଘର୍ଷ । ମଙ୍ଗଳବାର ଦିନ ଏମିତି କିଛି ଅଭିଯୋଗ ନେଇ ବ୍ରହ୍ମପୁର ଏସ୍ପି ଶ୍ରବଣ ବିବେକ ଏମ୍.ଙ୍କୁ ଭେଟି ନ୍ୟାୟ ମାଗିଛନ୍ତି କେ. ଦୀପିକା । ଆଉ ତାଙ୍କ ପିଲା ପାଇଁ କରିଛନ୍ତି ଗୁହାରୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)