Special Story: A Brave Jawan's Farewell: A Mother's Heartbreak and a Family's Unending Grief
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Special Story: A Brave Jawan's Farewell: A Mother's Heartbreak and a Family's Unending Grief
କେ କାନ୍ଦିବ ଦିନ ଦଶରେ କୁମର କେ କାନ୍ଦିବ ଦିନ ବାର, ମାତା ଗର୍ଭଧାରୀ ନିରତେ କାନ୍ଦିବ ମରିବାର ଯୁଗାନ୍ତର..ଦର୍ଶକ ବନ୍ଧୁ ଥରେ ଦେଖନ୍ତୁ ଏ ଚିତ୍ରକୁ। ଗୋଟିଏ ବୋଲି ପୁଅର ମୃତ୍ୟୁରେ ଜଣେ ମାଆର ଛାତି କେମିତି ଫାଟି ପଡ଼ୁଛି। ସାହସୀ ପୁଅର ସଅଳ ମତ୍ୟୁକୁ ସହଜେ ଗ୍ରହଣ କରି ପାରୁନି ମାଆର ମନ। ମୁଣ୍ଡକୋଡ଼ି କାନ୍ଦୁଛି ଭଉଣୀ...କାହିଁକି ଅଧାବାଟରୁ ଛାଡ଼ି ଚାଲିଗଲ ବୋଲି କହି ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)