Advertisment

Hut With Water For Birds: ବାଇ ଚଢ଼େଇ ବସା ନୁହେଁ ବଞ୍ଚିବା ପାଇଁ ଝୁଲୁଛି ବୋତଲ

ରାସ୍ତାକଡ଼ରେ ଶୁଖିଲା ପତ୍ରରେ ତିଆରି ହୋଇଛି ସୁନ୍ଦର ଏକ କୁଟିଆ । ପଥଚାରୀମାନେ ଯିଏ ବି ଦେଖୁଛନ୍ତି ଘଡ଼ିଏ ଅଟକି ଯାଉଛନ୍ତି । କୁଡିଆଟି ବାହାରୁ ଦେଖିବାକୁ ଯେତେ ସୁନ୍ଦର ଭିତରୁ ସେତିକି ଆକର୍ଷଣୀୟ ।

author-image
Namita Biswal
ଅଦ୍ୟତନ ହୋଇଛି

ରାସ୍ତାକଡ଼ରେ ଶୁଖିଲା ପତ୍ରରେ ତିଆରି ହୋଇଛି ସୁନ୍ଦର ଏକ କୁଟିଆ। ପଥଚାରୀମାନେ ଯିଏ ବି ଦେଖୁଛନ୍ତି ଘଡ଼ିଏ ଅଟକି ଯାଉଛନ୍ତି । କୁଡିଆଟି ବାହାରୁ ଦେଖିବାକୁ ଯେତେ ସୁନ୍ଦର ଭିତରୁ ସେତିକି ଆକର୍ଷଣୀୟ । ଥରେ ଦେଖନ୍ତୁ କିପରି ଧାଡ଼ି ଧାଡ଼ି ଅଖାରେ ନିର୍ମିତ ଥଳିରେ ଝୁଲା ଯାଇଛି ପାଣି ବୋତଲ। ଯାହା ଅବିକଳ ବାଇଚଢେଇ ବସାର ଭ୍ରମ ସୃଷ୍ଟି କରୁଛି । ବରଗଡ଼ ପଦ୍ମପୁର ଉପଖଣ୍ଡ ସଲେପାଲି ପଞ୍ଚାୟତ ଜାମପାଲି ରାସ୍ତା କଡ଼ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । 

Advertisment
Bargarh Heat Wave In Odisha
Advertisment
Advertisment