Advertisment

ବୟସ ହେଲାଣି ୯୮, ତଥାପି ଥକିନି ପାଦ

ବୟସ ହେଲାଣି ୯୮ । ତଥାପି ଥକିନି ପାଦ । ସୁନାବେଡ଼ାର ମୋହନ ବେହେରାଙ୍କ ପରିଚୟ ତାଙ୍କ ବୟସ ନୁହେଁ, ଲୋକେ ତାଙ୍କୁ ଜାଣନ୍ତି ଯୁବସୁଲଭ କର୍ମତତ୍ପରତା ପାଇଁ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି

ବୟସ ହେଲାଣି ୯୮। ତଥାପି ଥକିନି ପାଦ । ସୁନାବେଡ଼ାର ମୋହନ ବେହେରାଙ୍କ ପରିଚୟ ତାଙ୍କ ବୟସ ନୁହେଁ, ଲୋକେ ତାଙ୍କୁ ଜାଣନ୍ତି ଯୁବସୁଲଭ କର୍ମତତ୍ପରତା ପାଇଁ । ଯେଉଁ ବୟସରେ ଲୋକଟି ହୁଏତ ଶଯ୍ୟାଶାୟୀ ହୋଇଥିବ ବୋଲି ଧାରଣା ଆସେ, ସେହି ବୟସରେ ସେ ସାଇକେଲ ମରାମତି କରନ୍ତି ନିଜର ୬୦ ବର୍ଷ ପୁରୁଣା ଦୋକାନରେ। ତାଙ୍କୁ ଦେଖି ଚକିତ ହୁଅନ୍ତି ସ୍ଥାନୀୟ ଯୁବବର୍ଗ। କହନ୍ତି ମିଗ୍ ନଗରୀର ମୋହନଙ୍କ ପାଇଁ ବୟସ ସତେକି ସଂଖ୍ୟାଟିଏ ମାତ୍ର। ଜାଣିବାକୁ ଚେଷ୍ଟା କରନ୍ତି ତାଙ୍କ ଯୋଶ୍ ର ରାଜ୍ ।

Advertisment
Koraput
Advertisment
Advertisment