Advertisment

‘ରଥ ଯାତ୍ରା କାମ ୮୦% ସରିଛି’

‘ରଥ ଯାତ୍ରାର ଯଥେଷ୍ଠ ପୂର୍ବରୁ ପ୍ରାୟ ୮୦% କାମ ଶେଷ ହୋଇଛି। ଆଉ ମାତ୍ର ୨୦% କାମ ବାକି ଅଛି। ଯାହାକି ସମୟ ପୂର୍ବରୁ ସରିଯିବ ବୋଲି ବିଶ୍ବାସ ରହିଛି। କାରଣ ମହାପ୍ରଭୁ ନିଜେ ହିଁ ସୂଚାରୂ ରୂପେ ନିଜ କାମ କରାଇ ନିଅନ୍ତି। ’ ଏପରି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

author-image
Sujit kumar Swain

Rath Yatra
Advertisment
Advertisment