Advertisment

ଏମିତି ଗାଁ, ଯେଉଁଠି କିଛି ନାହିଁ

ନାହିଁ ନାହିଁରେ ଦିନ କାଟୁଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଗଡିଆସାହି ପଞ୍ଚାୟତର ସାଧୁଆପଲ୍ଲୀ ଗାଁର ବାସୀ। ଗାଁର ୩୫ଟି ଆଦିବାସୀ ପରିବାରର ଲୋକେ ଏକ ପ୍ରକାର ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ କହିଲେ କିଛି ଭୁଲ୍ ହେବନି।

author-image
Santosh Kumar Sahoo

ଅସରାଏ ବର୍ଷାରେ ଅବସ୍ଥା ଏମିତି, ତେବେ ଭାବନ୍ତୁ ବର୍ଷା ଦିନରେ କେମିତି ବିତୁଥିବ ଏମାନଙ୍କ ଦିନ। ଏ ତ ରାସ୍ତା କଥା ଗଲା, ଘରଗୁଡ଼ିକୁ ଟିକେ ଦେଖନ୍ତୁ, କେଉଁଠି ଛପର ନାହିଁ ତ ଆଉ କେଉଁଠି କାନ୍ଥ। କରେଣ୍ଟ ଆଠ ଦିନ ରହୁଥିଲେ ୨୨ ଦିନ ନାହିଁ। ବର୍ଷା ଦିନେ ତ ମାସ ମାସ ଅନ୍ଧାର। ଏପରି ନାହିଁ ନାହିଁରେ ଦିନ କାଟୁଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଗଡିଆସାହି ପଞ୍ଚାୟତର ସାଧୁଆପଲ୍ଲୀ ଗାଁର ବାସୀ। ଗାଁର ୩୫ଟି ଆଦିବାସୀ ପରିବାରର ଲୋକେ ଏକ ପ୍ରକାର ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ କହିଲେ କିଛି ଭୁଲ୍ ହେବନି।

Advertisment
Drinking Water Problem Nayagarh
Advertisment
Advertisment