Advertisment

କଟିଲା ମୋଟା ଅଙ୍କର ଚାଲାଣ

ମହଙ୍ଗା ପଡ଼ିଲା ରାଜପଥରେ ଉଡ଼ନ୍ତା ଷ୍ଟଣ୍ଟ କରି ଷ୍ଟାଇଲ୍ ମାରିବା। କଟିଲା ମୋଟା ଅଙ୍କର ଚାଲାଣ। ଚଳନ୍ତା କାରର ଡୋର ଭିତରୁ ବାହାରି ଉଡନ୍ତା ଷ୍ଟଣ୍ଟ ଦେଖାଉଥିଲେ । ରାସ୍ତାରେ ଯାଉଥିବା ଲୋକଙ୍କୁ ହଇରାଣ ହରକତ କରୁଥିଲେ। କଟକରୁ ଭୁବନେଶ୍ୱର ଆସୁଥିଲା ଏହି କାର୍। ପଳାଶୁଣୀ ଓଭରବ୍ରିଜ୍ ଉପରେ ଷ୍ଟଣ୍ଟ କରୁଥିବାର ଏହି ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।

author-image
Manasranjan Mohanty