Advertisment

ଆଉ ଲକ୍ଷେ ୭୦ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ ସରକାର

ଆସନ୍ତା ୨୪ ତାରିଖରେ ଆଉ ଲକ୍ଷେ ୭୦ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ ସରକାର। ଏହି ତାଲିକାରେ ଆପଣଙ୍କ ନାଁ ଅଛି ତ ? ମାର୍ଚ୍ଚ ୩୧ ପୂର୍ବରୁ ଆବେଦନ କରିଥିବା ଯୋଗ୍ୟ ମହିଳା ହିଁ ଏଥିରେ ସାମିଲ ହେବେ। ଆଉ ଏକା ବେଳକେ ଯିବ ଦୁଇଟି କିସ୍ତିର ୧୦ ହଜାର ଟଙ୍କା।

author-image
Sujit kumar Swain
ଅଦ୍ୟତନ ହୋଇଛି

Subhadra
Advertisment
Advertisment