Advertisment

ସିଏମଙ୍କୁ ଆକ୍ରମଣ ପୂର୍ବରୁ ରେକି

ଜନଶୁଣାଣି ବେଳେ ଆଜି ଜଣେ ଯୁବକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରିଥିଲା। ହେଲେ ତାହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ରେକି କରିଥିବା ଜଣାଯାଇଛି। ଏହା ପଛରେ ବଡ଼ ଷଡଯନ୍ତ୍ର ଥିବା ଆଶଙ୍କା କରାଯାଉଛି।

author-image
Manasranjan Mohanty