Advertisment

‘ହତ୍ୟା ପାଇଁ ୨୦ ଲକ୍ଷ ସୁପାରୀ’

ଖାଲି ଏତିକି ନୁହେଁ ହତ୍ୟା ପରେ ସ୍ବାମୀ ରାଜାଙ୍କ ମୋବାଇଲରେ ସୋନମ୍ ଦେଇଥିଲେ ‘SAAT JANAM KA SAATH’ ଷ୍ଟାଟସ୍।

author-image
Santosh Kumar Sahoo

ହନିମୁନ୍ ମର୍ଡର ମାମଲାରେ ଫିଟିବାରେ ଲାଗୁଛି ଚାଞ୍ଚଲ୍ୟକର ତଥ୍ୟ। ଅଭିଯୁକ୍ତ ପତ୍ନୀ ସୋନମ୍ ରଘୁବଂଶୀ ସ୍ବାମୀ ରାଜାଙ୍କୁ ହତ୍ୟା କରିବାକୁ ୨୦ ଲକ୍ଷର ସୁପାରୀ ଦେଇଥିଲା। ମେଘାଳୟ ପୋଲିସର ତଦନ୍ତରେ ଏହି ତଥ୍ୟ ସାମ୍ନାକୁ ଆସିଛି। ବୟଫ୍ରେଣ୍ଡ୍ ରାଜ୍ କୁଶୱା ଜରିଆରେ ସବୁ ଯୋଜନା ରଚା ଯାଇଥିଲା। ପ୍ରଥମେ ୪ ଲକ୍ଷ ଟଙ୍କା ଦିଆଯାଇଥିଲା କିନ୍ତୁ ଏହାକୁ ପରେ ୨୦ ଲକ୍ଷକୁ ବଢ଼ାଇଥିଲେ ଖୋଦ୍ ସୋନମ୍। ଖାଲି ଏତିକି ନୁହେଁ ହତ୍ୟା ପରେ ସ୍ବାମୀ ରାଜାଙ୍କ ମୋବାଇଲରେ ସୋନମ୍ ଦେଇଥିଲେ ‘SAAT JANAM KA SAATH’ ଷ୍ଟାଟସ୍। 

Advertisment
Murder Case Meghalaya
Advertisment
Advertisment